ବିଲୁପ୍ତି ପଥରେ ପଞ୍ଚୁପାଣ୍ଡବ ଗୁମ୍ଫା: କଂକ୍ରିଟ୍‌ ଜଙ୍ଗଲ ଓ ଆବର୍ଜନା ଭିତରେ ଲୁପ୍ତ ହେବ କି ଐତିହ୍ୟ ?

ଭୁବନେଶ୍ବର: ଐତିହ୍ୟ ନଗରୀ ଭୁବନେଶ୍ବରରେ ରହିଛି ପ୍ରାଚୀନ ଗାଥା ବହନ କରୁଥିବା ପଞ୍ଚୁପାଣ୍ଡବ ଗୁମ୍ଫା। ବଡ଼ଗଡ଼ ବ୍ରିଟ୍ କଲୋନି ସ୍ଥିତ ଏହି ଗୁମ୍ଫା ପଞ୍ଚମ-ଷଷ୍ଠ ଶତାବ୍ଦୀରେ ନିର୍ମିତ ବୋଲି କୁହାଯାଏ। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଏହାକୁ ଏକ ଐତିହ୍ୟସ୍ଥଳର ମାନ୍ୟତା ଦେଇଛି। ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହି ଗୁମ୍ଫାର ନାମ ସାମିଲ୍ ହୋଇରହିଛି। ମାତ୍ର ପରିତାପର କଥା ଏହି ଐତିହ୍ୟ ଏବେ ଅଲୋଡ଼ା ହୋଇ ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ … Continue reading ବିଲୁପ୍ତି ପଥରେ ପଞ୍ଚୁପାଣ୍ଡବ ଗୁମ୍ଫା: କଂକ୍ରିଟ୍‌ ଜଙ୍ଗଲ ଓ ଆବର୍ଜନା ଭିତରେ ଲୁପ୍ତ ହେବ କି ଐତିହ୍ୟ ?